ଅର୍ଥ : ଯାହା କୁହାଯାଇ ନାହିଁ
ଉଦାହରଣ :
ଅକୁହା କଥାବି ବେଳେ ବେଳେ ହିଂସାତ୍ମକ କାର୍ଯ୍ୟ ସୃଷ୍ଟି କରେ
ସମକକ୍ଷ : ଅକଥିତ, ଅଣକୁହା, ଅନୁକ୍ତ, ଅବୋଲା
ଅନ୍ୟ ଭାଷାରେ ଅନୁବାଦ :
Not made explicit.
The unexpressed terms of the agreement.ଅର୍ଥ : ଯାହା କଥନୀୟ ନୁହେଁ
ଉଦାହରଣ :
ମୋର କେତେକ ଅନୁଭବ ଅକଥନୀୟ
ଅନ୍ୟ ଭାଷାରେ ଅନୁବାଦ :
Defying expression or description.
Indefinable yearnings.