ଅର୍ଥ : ଶବ୍ଦର ଯେଉଁ ଅଂଶଟି ଶ୍ୱାସର ଗୋଟିଏ ସ୍ପନ୍ଦନରେ ଉଚ୍ଚାରିତ ହୁଏ
ଉଦାହରଣ :
ରାମ ଶବ୍ଦରେ ଦୁଇଟି ଅକ୍ଷର ରହିଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବର୍ଣ୍ଣମାଳାର କୌଣସି ସ୍ୱର ବା ବ୍ୟଞ୍ଜନ ବର୍ଣ୍ଣ
ଉଦାହରଣ :
ପାଠପଢ଼ା ଅକ୍ଷର ଜ୍ଞାନରୁ ଆରମ୍ଭ ହୋଇଥାଏ
ସମକକ୍ଷ : ବର୍ଣ୍ଣ
ଅନ୍ୟ ଭାଷାରେ ଅନୁବାଦ :
The conventional characters of the alphabet used to represent speech.
His grandmother taught him his letters.