ଅର୍ଥ : ଯାହାର ଖଣ୍ଡ ବା ଟୁକୁରା କରିହେବ ନାହିଁ
ଉଦାହରଣ :
ଇଲେକଟ୍ରୋନ୍ ଗୋଟିଏ ଅଖଣ୍ଡନୀୟ ତତ୍ତ୍ୱ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାକୁ କାଟି ହୁଏନାହିଁ ବା ଯାହାର ଖଣ୍ଡନ ହୁଏନାହିଁ
ଉଦାହରଣ :
ଆପଣଙ୍କ ତର୍କ ଅକାଟ୍ୟ
ଅନ୍ୟ ଭାଷାରେ ଅନୁବାଦ :