ଅର୍ଥ : ମଳ, ମାଂସ ଆଦି ଘୃଣ୍ୟ ପଦାର୍ଥ ଭକ୍ଷଣ କରୁଥିବା ବ୍ୟକ୍ତି
ଉଦାହରଣ :
ଅଘୋରୀ ମଶାଣିରେ ମୁର୍ଦାର ମାଂସ ଖାଉଥିଲା
ସମକକ୍ଷ :
ଅଘୋର
ଅନ୍ୟ ଭାଷାରେ ଅନୁବାଦ :
घिनौने पदार्थों जैसे गुह, माँस आदि का भक्षण करने वाला व्यक्ति।
अघोरी श्मशान में मुरदे का माँस खा रहा था।
अघोर,
अघोरी