ଅର୍ଥ : ଆଙ୍ଗୁଳିର ଚଉଡ଼ାସହ ସମାନ ଏକ ମାପ
ଉଦାହରଣ :
ରାମର ଆକାର ବର୍ଷକ ମଧ୍ୟରେ ଚାରି ଆଙ୍ଗୁଳ ବଢ଼ିଯାଇଛି
ସମକକ୍ଷ : ଅଙ୍ଗୁଳି, ଆଙ୍ଗୁଳ, ଆଙ୍ଗୁଳି
ଅନ୍ୟ ଭାଷାରେ ଅନୁବାଦ :
The length of breadth of a finger used as a linear measure.
digit, finger, finger's breadth, fingerbreadth