ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା କଳ୍ପନାର ବାହାରେ ବା ଯାହା କଳ୍ପନୀୟ ନୁହେଁ
ଉଦାହରଣ : ଆପଣଙ୍କ ଚିନ୍ତାଧାରା ମୋପାଇଁ କଳ୍ପନାତୀତ
ସମକକ୍ଷ : ଅକଳ୍ପନୀୟ, ଅକଳ୍ପିତ, ଅଚିନ୍ତନୀୟ, କଳ୍ପନାତୀତ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जो कल्पना से परे हो या कल्पनीय न हो।
Totally unlikely.
ଅର୍ଥ : ଯେ ଭାବନା ବା ଚିନ୍ତନ ଅବସ୍ଥାକୁ ଆସିପାରନ୍ତି ନାହିଁ
ଉଦାହରଣ : ତାହା ମୋପାଇଁ ଅଚିନ୍ତନୀୟ ବିଷୟ
ସମକକ୍ଷ : ଅଚିନ୍ତନୀୟ, ଅଚିନ୍ତ୍ୟ, ଅଭାବନୀୟ
जो भावना या चिंतन में न आ सके।
ସଂସ୍ଥାପନ କରନ୍ତୁ