ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଝର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଝର   ବିଶେଷଣ

ଅର୍ଥ : ଯାହା ବର୍ଷା ହୁଏନାହିଁ

ଉଦାହରଣ : ଅଝର ବାଦଲ ଏପାଖ ସେପାଖ ହୋଇ ଚାଲିଗଲା

ସମକକ୍ଷ : ଅବରଷିଲା, ଅମେଘ


ଅନ୍ୟ ଭାଷାରେ ଅନୁବାଦ :

जो न बरसे।

अझर बादल उमड़-घुमड़ कर चला जाता है।
अझर

ଅର୍ଥ : ଯାହା ତଳେ ପଡ଼େ ନାହିଁ ବା ଝରେ ନାହିଁ

ଉଦାହରଣ : ଏଥିରେ ଲାଗିଥିବା ଜରିଦାର ଲୁଗା ଅଝର


ଅନ୍ୟ ଭାଷାରେ ଅନୁବାଦ :

जो न गिरे या झरे।

इसमें लगी चमकी अझर है।
अझर