ଅର୍ଥ : ଆତିଥ୍ୟ କରିବା ବ୍ୟକ୍ତି ବା ଯାହା ପାଖକୁ ଅତିଥି ଆସନ୍ତି
ଉଦାହରଣ :
ଆତିଥ୍ୟ ପ୍ରଦାନକାରୀର ଆତିଥ୍ୟରେ ସମସ୍ତେ ଖୁସି ଥିଲେ
ସମକକ୍ଷ : ଆତିଥେୟ, ଆତିଥ୍ୟ ପ୍ରଦାନକାରୀ
ଅନ୍ୟ ଭାଷାରେ ଅନୁବାଦ :
A person who invites guests to a social event (such as a party in his or her own home) and who is responsible for them while they are there.
host