ଅର୍ଥ : ଅତି ଅଧିକ
ଉଦାହରଣ :
ରୋଗୀଟି ଅତ୍ୟନ୍ତ କଷ୍ଟ ଭୋଗୁଛି
ସମକକ୍ଷ : ଅତିଅଧିକ, ଅତ୍ୟନ୍ତ, ବହୁତ ଅଧିକ
ଅନ୍ୟ ଭାଷାରେ ଅନୁବାଦ :
To a great extent or degree.
I'm afraid the film was well over budget.ଅର୍ଥ : ଖୁବ୍ ବେଶୀ
ଉଦାହରଣ :
ସେଠ୍ ମୂରାଲୀଲାଲଙ୍କ ପାଖରେ ବହୁତ ଧନ ଅଛି ସେ ତୁମକୁ ଖୁବ୍ ଭଲ ପାଉଛି
ସମକକ୍ଷ : ଅଗଣତି, ଅସୀମ, ଖୁବ୍, ପ୍ରଚୁର, ବହୁତ, ବହୁତ ଅଧିକ, ବିପୁଳ
ଅନ୍ୟ ଭାଷାରେ ଅନୁବାଦ :
बहुत अधिक।
सेठ मुरालीलाल के पास अत्यधिक धन है।