ଅର୍ଥ : କୌଣସି ସମୟ ବା ଘଟଣାଆଦିର ଆରମ୍ଭ ସମୟ ବା ଆରମ୍ଭର ବା ପ୍ରଥମର
ଉଦାହରଣ :
ସେ ଅନୁଷ୍ଠାନର ପ୍ରାରମ୍ଭିକ ପ୍ରସ୍ତୁତିରେ ଲାଗିଛି ଏ ପରିଯୋଜନାଟି ଏବେ ପ୍ରାରମ୍ଭିକ ଅବସ୍ଥାରେ ରହିଛି
ସମକକ୍ଷ : ଆଦ୍ୟ, ଆରମ୍ଭ, ପ୍ରାଥମିକ, ପ୍ରାରମ୍ଭିକ
ଅନ୍ୟ ଭାଷାରେ ଅନୁବାଦ :
First or beginning.
The memorable opening bars of Beethoven's Fifth.