ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକ କାବ୍ୟାଳଙ୍କାର
ଉଦାହରଣ : ଅନୁକୂଳରେ ପ୍ରତିକୂଳଦ୍ୱାରା ଅନୁକୂଳ ପଦାର୍ଥର ସିଦ୍ଧି ପ୍ରଦର୍ଶନ କରାଯାଏ
ଅନ୍ୟ ଭାଷାରେ ଅନୁବାଦ :हिन्दी
एक काव्यालंकार।
ଅର୍ଥ : କାର୍ଯ୍ୟର ଆରମ୍ଭ
ଉଦାହରଣ : ଏହି କାର୍ଯ୍ୟର ଅନୁକୂଳ କେବେ ହେବ ?
ସମକକ୍ଷ : ଉପକ୍ରମ
ଅନ୍ୟ ଭାଷାରେ ଅନୁବାଦ :हिन्दी English
कार्य का आरम्भ।
The act of starting something.
ଅର୍ଥ : ଯାହା କାହାରି ଅନୁରୂପ ବା ସାଦୃଶ୍ୟ
ଉଦାହରଣ : ଆପଣଙ୍କ ସଦୃଶ କାମ କରିବା ମୋ କ୍ଷମତା ମଧ୍ୟରେ ନାହିଁ ତାହାର କାମ ମୋତେ ଅନୁକୂଳ ହେଉଛି
ସମକକ୍ଷ : ଅନୁରୂପ, ଅନୁସାର, ପରି, ମୁତାବିକ, ସଦୃଶ, ସପକ୍ଷ
जो किसी के अनुरूप या मुआफिक हो।
ସଂସ୍ଥାପନ କରନ୍ତୁ