ଅର୍ଥ : କୌଣସି ବିଷୟର ମୁଖ୍ୟ-ମୁଖ୍ୟ କଥାର ଦିଆଯଇଥିବା କ୍ରମିକ ସୂଚନା
ଉଦାହରଣ :
ସେ କିଣାଯାଇଥିବା ଜିନିଷର ଏକ ତାଲିକା ତିଆରିକଲେ
ସମକକ୍ଷ : ତାଲିକା, ଲିଷ୍ଟ୍, ସୂଚୀ
ଅନ୍ୟ ଭାଷାରେ ଅନୁବାଦ :
किसी विषय की मुख्य-मुख्य बातों की क्रमवार दी हुई सूचना।
उसने खरीदे गये सामानों की एक सूची बनाई।ଅର୍ଥ : ଏକ ଗ୍ରନ୍ଥ
ଉଦାହରଣ :
କାତ୍ୟାୟନ ଅନୁକ୍ରମଣିକାର ରଚୟିତା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବସ୍ତୁ, କାମ ବା ଘଟଣାଆଦିର କ୍ରମରେ ଆଗପଛ ହେବାର ଅବସ୍ଥା ବା ଭାବ
ଉଦାହରଣ :
ନିଜ ମଧ୍ୟରେ ଚିଠି ଆଦାନ ପ୍ରଦାନର କ୍ରମ ଭାଙ୍ଗିବା ଉଚିତ ନୁହେଁ
ସମକକ୍ଷ : ଅନୁକ୍ରମ, କ୍ରମ, ଶୃଙ୍ଖଳା
ଅନ୍ୟ ଭାଷାରେ ଅନୁବାଦ :
A following of one thing after another in time.
The doctor saw a sequence of patients.