ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁଚ୍ଛେଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁଚ୍ଛେଦ   ବିଶେଷ୍ୟ

ଅର୍ଥ : ନିୟମାବଳୀ,ବିଧାନ, ଜ୍ଞାନ ଆଦିର କୌଣସି ଏକ ବିଶିଷ୍ଟ ଅଙ୍ଗ ଯେଉଁଥିରେ କୌଣସି ଗୋଟିଏ ବିଷୟ ଉପରେ ବିବେଚନା ହୋଇଥାଏ

ଉଦାହରଣ : ସମ୍ବିଧାନର ନବମ ଧାରାକୁ ଉପଧାରା ଚାରିରେ ପରିବର୍ତ୍ତନ କରାଯାଇପାରିବ ନାହିଁ

ସମକକ୍ଷ : ଉପଧାରା, ସ୍ତମ୍ଭ


ଅନ୍ୟ ଭାଷାରେ ଅନୁବାଦ :

नियमावली,विधान,संविदा,आदि का कोई एक विशिष्ट अंग,जिसमें किसी एक विषय का विवेचन होता है।

संविधान की धारा नौ की उपधारा चार को बदला नहीं जा सकता है।
अनुच्छेद, उपधारा

ଅର୍ଥ : ଗ୍ରନ୍ଥ,ପୁସ୍ତକଆଦିର ଖଣ୍ଡ ବା ବିଭାଗ ଯେଉଁଥିରେ କୌଣସି ବିଷୟ ବା ତା’ର ବିଶେଷ ଅଂଶର ବିବେଚନା ହୋଇଥାଏ

ଉଦାହରଣ : ଆଜି ପ୍ରବଚନ ଦେବାସମୟରେ ମହାତ୍ମାଜୀ ଗୀତାର ପଞ୍ଚମଅଧ୍ୟାୟର ବ୍ୟାଖ୍ୟାକଲେ

ସମକକ୍ଷ : ଅଧ୍ୟାୟ, ଆଶ୍ୱାସ, ପରିଚ୍ଛେଦ, ପାଠ


ଅନ୍ୟ ଭାଷାରେ ଅନୁବାଦ :

ग्रन्थ, पुस्तक आदि का खंड या विभाग जिसमें किसी विषय या उसके विशेष अंग का विवेचन हो।

आज प्रवचन के दौरान महात्माजी ने गीता के पाँचवे अध्याय की व्याख्या की।
अध्याय, अनुच्छेद, अवच्छेद, आलोक, आश्वास, उच्छवास, परिच्छेद, पाठ, विच्छेद, समुल्लास

ଅର୍ଥ : କୌଣସି ସାହିତ୍ୟିକ ପୁସ୍ତକ, ଆଲୋଚନାଆଦିର ପ୍ରକରଣ ଅନ୍ତର୍ଗତ ଏକ ବିଶିଷ୍ଟ ବିଭାଗ ଯେଉଁଥିରେ କୌଣସି ଗୋଟିଏ ବିଷୟ ବା ଏହାର କୌଣସି ଅଙ୍ଗର ଆଲୋଚନା ହୋଇଥାଏ

ଉଦାହରଣ : ଏହି ଅନୁଚ୍ଛେଦରେ ଭଗବାନ ରାମଙ୍କ ଜନ୍ମର ଅଦ୍ଭୁତ ବର୍ଣ୍ଣନା କରାଯାଇଛି

ସମକକ୍ଷ : ପାରାଗ୍ରାଫ୍


ଅନ୍ୟ ଭାଷାରେ ଅନୁବାଦ :

किसी साहित्यिक पुस्तक,विवेचन आदि के किसी प्रकरण के अन्तर्गत वह विशिष्ट विभाग जिसमें किसी एक विषय या उसके किसी अंग का विवेचन होता है।

इस अनुच्छेद में भगवान राम के जन्म का अद्भुत वर्णन किया गया है।
अनुच्छेद

A self-contained part of a larger composition (written or musical).

He always turns first to the business section.
The history of this work is discussed in the next section.
section, subdivision

ଅର୍ଥ : କୌଣସି ବିଷୟ ଉପରେ ଲେଖିକରି ପ୍ରକାଶ କରିବା ବିଚାର

ଉଦାହରଣ : ଅଶିକ୍ଷା ଉପରେ ତାଙ୍କର ଲେଖାଟିଏ ଆଜିର ଖବର କାଗଜରେ ଛପାହୋଇଛି

ସମକକ୍ଷ : ଲେଖା


ଅନ୍ୟ ଭାଷାରେ ଅନୁବାଦ :

किसी विषय पर गद्य के रूप में लिखकर प्रकट किए हुए विचार जो किसी प्रकाशन का स्वतंत्र हिस्सा होता है।

उसका अशिक्षा पर लिखा लेख आज के समाचार-पत्र में छपा है।
अनुच्छेद, इबारत, मजमून, मज़मून, लेख