ଅର୍ଥ : ଯାହା ଦିଗ୍ବଳୟ ଠାରୁ ସମାନ ଦୂରତ୍ୱରେ ଅଛି
ଉଦାହରଣ :
ଦିଗ୍ବଳୟ ରେଖା ଏବଂ ଲମ୍ବରେଖାର ମିଳନ ବିନ୍ଦୁ ଠାରେ ନବେ ଡିଗ୍ରୀର କୋଣ ତିଆରି ହୁଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ଦିଗନ୍ତ ସହ ସମାନ୍ତର
ଉଦାହରଣ :
ଗଣ୍ଡିକୁ ଆନୁଭୂମିକ ଭାବେ କାଟି ତାର ଆଭ୍ୟନ୍ତରୀଣ ସରଞ୍ଚନା ଦେଖିବାପାଇଁ ସଙ୍ଗୀତା ତାକୁ ମାଇକ୍ରୋସ୍କୋପ ଯନ୍ତ୍ର ଉପରେ ରଖିଲା
ସମକକ୍ଷ : ଆନୁଭୂମିକ