ଅର୍ଥ : ଯାହା ସମ୍ବନ୍ଧରେ କୌଣସି ଚୁକ୍ତି ବା ବୁଝାମଣା ହୋଇଛି
ଉଦାହରଣ :
ଅନୁବଂଧିତ କାର୍ଯ୍ୟକୁ ଶୀଘ୍ର କରାଯିବା ଆବଶ୍ୟକ
ସମକକ୍ଷ :
ଅନୁବଂଧିତ, ଅନୁବନ୍ଧିତ
ଅନ୍ୟ ଭାଷାରେ ଅନୁବାଦ :
जिसके संबंध में कोई अनुबंध या समझौता हुआ हो।
अनुबद्ध कार्य को शीघ्र ही पूर्ण किया जाए।
अनुबंधित,
अनुबद्ध