ଅର୍ଥ : କାହାରିକୁ କୌଣସି ବିଶେଷ ଅବସ୍ଥାରେ କୌଣସି କାର୍ଯ୍ୟ କରିବା ଅଥବା କର୍ତ୍ତବ୍ୟ ବା ଦାୟିତ୍ୱ ପୂରାକରିବା ନିମନ୍ତେ ମିଳୁଥିବା ଅନୁମତି
ଉଦାହରଣ :
ପରୀକ୍ଷାରେ କାଲକ୍ୟୁଲେଟର୍ର ବ୍ୟବହାର ଅନୁମୋଦିତ
ଅନ୍ୟ ଭାଷାରେ ଅନୁବାଦ :
वह अनुमति जो किसी को विशेष अवस्था में कोई कार्य करने अथवा कर्तव्य या दायित्व पूरा करने के लिए मिले।
परीक्षा में कैलक्यूलेटर के उपयोग की छूट है।Freedom of choice.
Liberty of opinion.ଅର୍ଥ : ଯାହକୁ ଅନୁମତି ଦିଆଯାଇଛି
ଉଦାହରଣ :
ମୁଁ ପଞ୍ଚାୟତଦ୍ୱାରା ସ୍ୱୀକୃତ କାର୍ଯ୍ୟ ହିଁ କରୁଛି
ସମକକ୍ଷ : ଅନୁଜ୍ଞାତ, ଅନୁମତି ପ୍ରାପ୍ତ, ସ୍ୱୀକୃତ
ଅନ୍ୟ ଭାଷାରେ ଅନୁବାଦ :
जिसकी अनुमति दी गई हो या मिल गई हो।
मैं पंचायत द्वारा स्वीकृत कार्य ही कर रहा हूँ।