ଅର୍ଥ : ହୃଦୟ ବା ଅନ୍ତଃକରଣର ପବିତ୍ରତା ବା ନିର୍ମଳତା
ଉଦାହରଣ :
ଅନ୍ତଃଶୁଦ୍ଧି ନଥିଲେ ସବୁ ପୂଜା ବ୍ୟର୍ଥ
ସମକକ୍ଷ : ଆତ୍ମଶୁଦ୍ଧି
ଅନ୍ୟ ଭାଷାରେ ଅନୁବାଦ :
हृदय या अंतःकरण की पवित्रता या निर्मलता।
अंतःशुद्धि के अभाव में सब प्रकार की पूजा व्यर्थ है।