ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଉପକାରର ବିପରୀତ କାମ ବା ଅନୁଚିତ ବା ଖରାପ କାମ
ଉଦାହରଣ : କାହାରି କ୍ଷତି କରନାହିଁ
ସମକକ୍ଷ : ଅକଲ୍ୟାଣ, ଅମଙ୍ଗଳ, ଅହିତ, କ୍ଷତି, ନୋକସାନ, ଲୋକସାନ, ହାନି
ଅନ୍ୟ ଭାଷାରେ ଅନୁବାଦ :हिन्दी English
उपकार के विपरीत काम या अनुचित या बुरा काम।
A damage or loss.
ଅର୍ଥ : ହିତର ବିରୋଧୀ ଭାବ
ଉଦାହରଣ : କାହାର ଅନିଷ୍ଟ ଚିନ୍ତା କରିବା ଉଚିତ୍ ନାହିଁ
ସମକକ୍ଷ : ଅନିଷ୍ଟ, କ୍ଷତି, ହାନୀ
हित का विरोधी भाव।
The act of damaging something or someone.
ସଂସ୍ଥାପନ କରନ୍ତୁ