ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପତନ୍ତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପତନ୍ତ୍ର   ବିଶେଷ୍ୟ

ଅର୍ଥ : ବାୟୁ ପ୍ରକୋପରେ ହେଉଥିବା ଗୋଟିଏ ରୋଗ

ଉଦାହରଣ : ଅପତନ୍ତ୍ରରେ ଶରୀର ବଙ୍କା ହୋଇଯାଏ, ମୁଣ୍ଡ,କାନ-ମୂଳରେ ପୀଡ଼ା ରହେ, ଗଳାରେ ଖସଖସ ସହିତ ଶ୍ୱାସ ନେବାରେ କଷ୍ଟ ହୁଏ ତଥା ଆଖିରେ ଯନ୍ତ୍ରଣା ହୁଏ


ଅନ୍ୟ ଭାଷାରେ ଅନୁବାଦ :

वायु प्रकोप से होने वाला एक रोग।

अपतंत्र में शरीर टेढ़ा हो जाता है, सिर, कनपटी में दर्द रहता है,गले में खरखराहट के साथ सांस लेने में कठिनाई होती है तथा आँखें फटी पड़ती हैं।
अपतंत्र