ଅର୍ଥ : ଯାହାର ପରିବର୍ତ୍ତନ ହୋଇନାହିଁ
ଉଦାହରଣ :
କିଛି ଅପରିବର୍ତ୍ତିତ ନିୟମରେ ପରିବର୍ତ୍ତନର ଆବଶ୍ୟକତା ରହିଛି
ସମକକ୍ଷ : ଅବଦଳା
ଅନ୍ୟ ଭାଷାରେ ଅନୁବାଦ :
जिसका परिवर्तन न हुआ हो या जिसमें परिवर्तन न हो या जिसमें बदलाव न हो।
कुछ अपरिवर्तित नियमों में परिवर्तन की आवश्यकता है।