ଅର୍ଥ : ଯେ ତରଳ ପଦାର୍ଥ ତଥା ଗ୍ୟାସ ନିଜ ଭିତର ଦେଇ ଯିବାକୁ ଦିଏ ନାହିଁ
ଉଦାହରଣ :
ରୋଧକ ପଦାର୍ଥଗୁଡ଼ିକ ଅପାରଗମ୍ୟ ହେବା ଉଚିତ
ଅନ୍ୟ ଭାଷାରେ ଅନୁବାଦ :
Preventing especially liquids to pass or diffuse through.
Impermeable stone.ଅର୍ଥ : ଯାହାକୁ ପାରି ହୋଇ ଯାଇ ହୁଏ ନାହିଁ
ଉଦାହରଣ :
ମୋହନ ଅପାରଗମ୍ୟ ପର୍ବତକୁ ପାର କରିବାକୁ ଚେଷ୍ଟା କରୁଛି
ଅନ୍ୟ ଭାଷାରେ ଅନୁବାଦ :