ଅର୍ଥ : ପୂଣ୍ୟରହିତ ବା ଯାହାକୁ କରିବାରେ ପୂଣ୍ୟ ମିଳିନାହିଁ
ଉଦାହରଣ :
ଅପୂର୍ଣ୍ଣ କାମ ନ କରିବା ଉଚିତ
ସମକକ୍ଷ : ପୂର୍ଣ୍ଣରହିତ, ପୂର୍ଣ୍ଣହୀନ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ସମାପ୍ତ ହେଇନାହିଁ
ଉଦାହରଣ :
ଅସମାପ୍ତ କାର୍ଯ୍ୟକୁ ପୂରା କର ଅଧାପନ୍ତରିଆ ଜ୍ଞାନ ଘାତକ ହୋଇଥାଏ
ସମକକ୍ଷ : ଅଧାଖଣ୍ଡିଆ, ଅସଂପୂର୍ଣ୍ଣ, ଅସମାପ୍ତ, ବାକି
ଅନ୍ୟ ଭାଷାରେ ଅନୁବାଦ :