ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପ୍ରତିପତ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପ୍ରତିପତ୍ତି   ବିଶେଷ୍ୟ

ଅର୍ଥ : କୌଣସି କାମ କରିବା ବା ନକରିବା ବିଷୟରେ ଜ୍ଞାନ ନରହିବାର ଅବସ୍ଥା

ଉଦାହରଣ : ରାଜା ଅପ୍ରତିପତ୍ତିର ନିବାରଣ ପାଇଁ ମନ୍ତ୍ରୀଙ୍କ ପାଖକୁ ଗଲେ


ଅନ୍ୟ ଭାଷାରେ ଅନୁବାଦ :

क्या करना है इसका ज्ञान न होने की अवस्था।

राजा अप्रतिपत्ति के निवारण हेतु मंत्री के पास गए।
अप्रतिपत्ति

ଅର୍ଥ : ପ୍ରକୃତ ଅର୍ଥ ବୁଝିବାର ଅକ୍ଷମତା

ଉଦାହରଣ : ଏହି ଗ୍ରନ୍ଥକୁ ନ ବୁଝିପାରିବାର କାରଣ ହେଉଛି ଅପ୍ରତିପତ୍ତି


ଅନ୍ୟ ଭାଷାରେ ଅନୁବାଦ :

प्रकृत अर्थ समझने की अक्षमता।

इस ग्रंथ को न समझ पाने का कारण अप्रतिपत्ति है।
अप्रतिपत्ति