ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଫେରନ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଫେରନ୍ତ   ବିଶେଷଣ

ଅର୍ଥ : ଯାହାକୁ ସବୁଦିନପାଇଁ ସ୍ଥାୟୀ ରୂପରେ ଦିଆଯାଇଛି ବା ଯାହାକୁ ଫେରାଇବାକୁ ପଡ଼ିବ ନାହିଁ

ଉଦାହରଣ : ସରକାର ଭୂମିହୀନ ଲୋକଙ୍କୁ ଅଫେରସ୍ତଯୋଗ୍ୟ ଭୂମି ବଣ୍ଟନ କରୁଛନ୍ତି

ସମକକ୍ଷ : ଅପ୍ରତିଦେୟ, ଅଫେରସ୍ତଯୋଗ୍ୟ


ଅନ୍ୟ ଭାଷାରେ ଅନୁବାଦ :

जो सदा के लिए स्थायी रूप से दिया गया हो और जिसे लौटाना या चुकाना न पड़े।

सरकार भूमिहीन लोगों को अप्रतिदेय भूमि आबंटित कर रही है।
अप्रतिदेय