ଅର୍ଥ : ତଳକୁ ଟାଣିନେବାର କ୍ରିୟା
ଉଦାହରଣ :
ବରମୁଦା ତ୍ରିକୋଣର ଅବକର୍ଷଣ ଆଜିବି ରହସ୍ୟମୟ ହୋଇ ରହିଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କିଛି ପଦାର୍ଥକୁ ବଳପୂର୍ବକ ଟାଣିନେବା ଅବା ବାହାର କରିଦେବାର କାର୍ଯ୍ୟ
ଉଦାହରଣ :
ନାବିକକୁ ସମୁଦ୍ର ଲହରୀର ଅବକର୍ଷଣ ଭୟଭୀତ କଲା
ଅନ୍ୟ ଭାଷାରେ ଅନୁବାଦ :
बलपूर्वक किसी पदार्थ को खींच लेने या बाहर निकालने की क्रिया।
समूद्र की लहरों का अवकर्षण नाविक को भयभीत करने लगा।