ଅର୍ଥ : କୌଣସି ବସ୍ତୁ, ସ୍ଥାନଆଦିର ଭିତରକୁ ଯିବା ବା ପ୍ରବେଶ କରିବାର କ୍ରିୟା
ଉଦାହରଣ :
ଏଠାରେ ବାହାର ଲୋକମାନଙ୍କର ପ୍ରବେଶ ନିଷେଧ ସାହିତ୍ୟ କ୍ଷେତ୍ରରେ ତାର ପ୍ରବେଶ ହଠାତ ହେଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପାଣିରେ ବୁଡି ଗାଧୋଉଥିବା ଲୋକ
ଉଦାହରଣ :
ଋଷି ପ୍ରାତଃକାଳୀନ ସ୍ନାନ ନିମନ୍ତେ ନଦୀକୁ ଯାଉଥିଲେ
ଅନ୍ୟ ଭାଷାରେ ଅନୁବାଦ :
Immersing the body in water or sunshine.
bathing