ଅର୍ଥ : ଜୀବନ ନିର୍ବାହର ଆଧାର
ଉଦାହରଣ :
ପିଲାମାନେ ବାର୍ଦ୍ଧକ୍ୟରେ ମା’-ବାପାଙ୍କର ସାହାରା ହୋଇଥାନ୍ତି
ସମକକ୍ଷ : ଆଲମ୍ବନ, ଆଶ୍ରା, ଆଶ୍ରୟ, ଆସରା, ଭରସା, ସାହାରା
ଅନ୍ୟ ଭାଷାରେ ଅନୁବାଦ :
The activity of providing for or maintaining by supplying with money or necessities.
His support kept the family together.