ଅର୍ଥ : ଡରରେ ଚୁପ
ଉଦାହରଣ :
ପ୍ରିୟଙ୍କା ସାପକୁ ଦେଖି ଜଡ଼ ହୋଇଗଲା
ସମକକ୍ଷ : ଆବାକାବା, ଜଡ଼, ନିର୍ବାକ୍
ଅନ୍ୟ ଭାଷାରେ ଅନୁବାଦ :
डर से चुप।
प्रियंका साँप को देखते ही सन्न हो गई।ଅର୍ଥ : ଯେ କିଛି କହେ ନାହିଁ
ଉଦାହରଣ :
ନିର୍ବାକ ବ୍ୟକ୍ତି ହୃଦୟରେ ବିଚାରଗୁଡ଼ିକର ମନ୍ଥନ ହେଉଥିଲା ତା କଥା ଶୁଣି ମୁଁ ଅବାକ୍ ହୋଇଗଲି
ସମକକ୍ଷ : ଅନୁତ୍ତର, ଚୁପ୍, ନିର୍ବଚନ, ନିର୍ବାକ, ବାକ୍ହୀନ, ମୌନ
ଅନ୍ୟ ଭାଷାରେ ଅନୁବାଦ :
Expressed without speech.
A mute appeal.