ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବିୟୋଗବ୍ରତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବିୟୋଗବ୍ରତ   ବିଶେଷ୍ୟ

ଅର୍ଥ : କଳ୍କିପୁରାଣ ଅନୁସାରେ ପତି ବିୟୋଗ ନହେବା ପାଇଁ ନାରୀମାନେ କରୁଥିବା ଏକ ବ୍ରତ

ଉଦାହରଣ : ଅଗହନ ଶୁକ୍ଲ୍ ତୃତୀୟାରେ ପଡିଥିବା ଅବିୟୋଗବ୍ରତରେ ସ୍ତ୍ରୀମାନେ ଚନ୍ଦ୍ରଦର୍ଶନ କରି ଦୁଧ ପାନ କରନ୍ତି

ସମକକ୍ଷ : ଅବିୟୋଗ-ବ୍ରତ


ଅନ୍ୟ ଭାଷାରେ ଅନୁବାଦ :

कल्किपुराण के अनुसार एक व्रत जिसके करने से स्त्रियों को पति वियोग नहीं होता।

अगहनशुक्ल तृतीया को पड़नेवाले अवियोगव्रत में स्त्रियाँ चन्द्रदर्शन करके दूध पीती हैं।
अवियोग-व्रत, अवियोगव्रत

Abstaining from food.

fast, fasting