ଅର୍ଥ : ବହୁତ ବୁଝାଇଲା ପରେ ବି ଯେ ନ ବୁଝେ ଓ ମୂର୍ଖାମୀ କରିଚାଲେ
ଉଦାହରଣ :
ଶ୍ୟାମ ଉଗ୍ରମସ୍ତିଷ୍କ ବିଶିଷ୍ଟ, ବୁଝାଇଲେ ବି ତା’ ଉପରେ କିଛି ପ୍ରଭାବ ପଡ଼େ ନାହିଁ
ସମକକ୍ଷ : ଉଗ୍ରମସ୍ତିଷ୍କ
ଅନ୍ୟ ଭାଷାରେ ଅନୁବାଦ :
Lacking or marked by lack of intellectual acuity.
stupid