ଅର୍ଥ : ଯାହା ବୁଝିହୁଏ ନାହିଁ
ଉଦାହରଣ :
ପ୍ରକୃତିରେ ବହୁତ କିଛି ଅବୋଧ୍ୟ ରହିଛି
ସମକକ୍ଷ : ଅନବୋଧ୍ୟ, ଅବୋଧନୀୟ, ଅବୋଧ୍ୟ
ଅନ୍ୟ ଭାଷାରେ ଅନୁବାଦ :
Difficult to understand.
The most incomprehensible thing about the universe is that it is comprehensible.