ଅର୍ଥ : ଉପଲବ୍ଧ ନହେବାର ଅବସ୍ଥା ବା ଭାବ
ଉଦାହରଣ :
ଭଲ ଶବ୍ଦକୋଷର ଅଭାବ ଆଜି ଅନୁଭୂତ ହେଉଛି
ସମକକ୍ଷ : ଅନୁପଲବ୍ଧତା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅଳ୍ପ ହେବାର ଅବସ୍ଥା ବା ଭାବ
ଉଦାହରଣ :
ସମୟ କମ୍ ହେବା କାରଣରୁ ମୁଁ ସେଠାକୁ ଯାଇପାରିଲି ନାହିଁ
ଅନ୍ୟ ଭାଷାରେ ଅନୁବାଦ :
Lack of an adequate quantity or number.
The inadequacy of unemployment benefits.ଅର୍ଥ : ଦୁର୍ଲ୍ଲଭ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଖରାଦିନେ ପାଣି ଅଭାବ ହୁଏ
ସମକକ୍ଷ : ଅଲଭ୍ୟ, ଅସୁଲଭ, କମ୍, ଦୁର୍ଲ୍ଲଭ
ଅନ୍ୟ ଭାଷାରେ ଅନୁବାଦ :
The state of needing something that is absent or unavailable.
There is a serious lack of insight into the problem.ଅର୍ଥ : ଗରିବ କିମ୍ବା ନିର୍ଧନ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଗରିବ ସ୍ତ୍ରୀ ସମସ୍ତଙ୍କ ଶାଳୀ ଗରିବର ଅବସ୍ଥା ଏପରି ଯେ ରାତିର ଖୋଲା ଆକାଶର ତାରା ଦେଖିଦେଖି ତାକୁ ଦିନ ବିତାଇବାକୁ ପଡ଼େ
ସମକକ୍ଷ : ଦରିଦ୍ରତା, ଦୈନ୍ୟ, ନିଅଣ୍ଟ, ନିର୍ଦ୍ଧନତା
ଅନ୍ୟ ଭାଷାରେ ଅନୁବାଦ :
गरीब या निर्धन होने की अवस्था या भाव।
गरीबी सबको सालती है।The state of having little or no money and few or no material possessions.
impoverishment, poorness, poverty