ଅର୍ଥ : ଯେଉଁ କଥାକୁ ସତ ବୋଲି ଧରାଯାଇଛି ଓ ଯାହା କୌଣସି ପରିକଳ୍ପନାର ଅଧାର ହୋଇଛି
ଉଦାହରଣ :
କିଛି ଅଭିଧାରଣା ସମୟର କଷଟି ପଥରରେ ବିଶୁଦ୍ଧ ବୋଲି ପ୍ରମାଣିତ ହୋଇପାରେନାହିଁ
ଅନ୍ୟ ଭାଷାରେ ଅନୁବାଦ :
वह कथन जिसे सत्य माना गया हो और जो किसी परिकल्पना का आधार बनाता हो।
कुछ अभिधारणाएँ समय की कसौटी पर खरी नहीं उतरती हैं।