ଅର୍ଥ : ଅଭିଯୋଗ କରିବା କାର୍ଯ୍ୟ
ଉଦାହରଣ :
ସେ ବହୁତ ଭାବିଚିନ୍ତି ଅଭିଯୋଗର ଯୋଜନା କରିଛି
ସମକକ୍ଷ : ଅଭିଯୋଜନା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କ୍ଷତି ନିବାରଣ ବା କ୍ଷତିପୂରଣପାଇଁ ବିଚାରାଳୟରେ କରାଯାଇଥିବା ପ୍ରାର୍ଥନା
ଉଦାହରଣ :
ଯାଞ୍ଚ ପରେ ଏହି ଖବର ମିଳିଲା ଯେ ତାଙ୍କ ଉପରେ ଲଗାଯାଇଥିବା ଅଭିଯୋଗ ପୂରାପୂରି ମିଛ
ଅନ୍ୟ ଭାଷାରେ ଅନୁବାଦ :
The lawyers acting for the state to put the case against the defendant.
prosecutionଅର୍ଥ : କାହାରି ବ୍ୟବହାର, କାର୍ଯ୍ୟଆଦିରେ ଦୁଃଖୀ ହୋଇ ତାକୁ ବା ତାହାର କୌଣସି ସଂପର୍କୀୟକୁ ଉତ୍ପନ୍ନ ଦୁଃଖ ସମ୍ପର୍କରେ କହିବାର କ୍ରିୟା
ଉଦାହରଣ :
ମୋର ଆପଣଙ୍କ ବିଷୟରେ କିଛି ଅଭିଯୋଗ ନାହିଁ ,ଏବେ ଆପଣ ଯାଇପାରନ୍ତି ତାଙ୍କର ମିଛ ଅଭିଯୋଗରେ ମତେ ଗାଳି ଶୁଣିବାକୁ ପଡ଼ିଲା
ଅନ୍ୟ ଭାଷାରେ ଅନୁବାଦ :
किसी के व्यवहार,कार्य आदि से दुखी होकर उससे या उसके किसी संबंधित से उत्पन्न दुख कहने की क्रिया।
उसकी झूठी शिकायत से मुझे डाँट खानी पड़ी।An expression of grievance or resentment.
complaintଅର୍ଥ : କେହି ଜଣେ ଅନୁଚିତ, ଦଣ୍ଡନୀୟ ବା ନିୟମ ବିରୁଦ୍ଧ କାର୍ଯ୍ୟ କରିଛି ବୋଲି କହିବା
ଉଦାହରଣ :
ଭ୍ରଷ୍ଟାଚାର ଆରୋପରେ ତାକୁ ନିଲମ୍ବିତ କରାଯାଇଛି
ଅନ୍ୟ ଭାଷାରେ ଅନୁବାଦ :
Statements affirming or denying certain matters of fact that you are prepared to prove.
allegation, allegement