ଅର୍ଥ : ଯେଉଁ ରାଜଭବନରେ ରାଜତିଳକର ସଂସ୍କାର କରାଯାଏ
ଉଦାହରଣ :
ରାଜକୁମାରଙ୍କ ଅଭିଷେକ କରିବାପାଇଁ ଅଭିଷେକଶାଳାକୁ ସୁସଜ୍ଜିତ କରାଯାଉଛି
ଅନ୍ୟ ଭାଷାରେ ଅନୁବାଦ :
वह राज भवन जिसमें राजतिलक का संस्कार किया जाता है।
राजकुमार का अभिषेक करने के लिए अभिषेकशाला को सुसज्जित किया जा रहा है।