ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅରିଷ୍ଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅରିଷ୍ଟ   ବିଶେଷ୍ୟ

ଅର୍ଥ : କୌଣସି ଅନିଷ୍ଟକର ଘଟଣାରୁ ଉତ୍ପନ୍ନ ହେଉଥିବା ଏଭଳି ସ୍ଥିତି ଯେଉଁଥିରେ ବହୁତ କ୍ଷତି ହୋଇପାରେ

ଉଦାହରଣ : ସଙ୍କଟବେଳେ ବୁଦ୍ଧି କାମ କରେନାହିଁ

ସମକକ୍ଷ : ଆପଦ, କଷ୍ଟ, ବିପଦ, ସଂକଟ, ସମସ୍ୟା


ଅନ୍ୟ ଭାଷାରେ ଅନୁବାଦ :

किसी अनिष्ट घटना से उत्पन्न होने वाली ऐसी स्थिति जिसमें बड़ी हानि हो सकती हो।

संकट में दिमाग काम करना बंद कर देता है।
अयोग, अरिष्ट, अलफ, अलहन, आँध, आपत्, आपत्ति, आपद, आपदा, आपद्, आफत, आफ़त, आवली, आसेब, कयामत, करवर, कहर, गजब, गज़ब, गर्दिश, ग़ज़ब, बला, मुजायका, मुसीबत, विपत्ति, विपदा, विषम, शामत, संकट, संकीर्ण

An unstable situation of extreme danger or difficulty.

They went bankrupt during the economic crisis.
crisis

ଅର୍ଥ : ଅନିଷ୍ଟଗ୍ରହମାନଙ୍କ ଯୋଗ

ଉଦାହରଣ : ଫଳିତ ଜ୍ୟୋତିଷ ଅନୁସାରେ ଅରିଷ୍ଟଯୋଗ ଅନିଷ୍ଟକାରକ

ସମକକ୍ଷ : ଅରିଷ୍ଟଯୋଗ


ଅନ୍ୟ ଭାଷାରେ ଅନୁବାଦ :

अनिष्टग्रहों का योग।

फलित ज्योतिष के अनुसार अरिष्ट अनिष्टकर होता है।
अरिष्ट, अरिष्ट योग

ଅର୍ଥ : ଜଣେ ଦୈତ୍ୟ

ଉଦାହରଣ : ଅରିଷ୍ଟ ଦୈତ୍ୟରାଜ ବଳୀର ପୁଅ ଥିଲା


ଅନ୍ୟ ଭାଷାରେ ଅନୁବାଦ :

एक दैत्य।

अरिष्ट दैत्यराज बलि का पुत्र था।
अरिष्ट

ଅର୍ଥ : ଏକ ବହୁବର୍ଷୀୟ, ଆରୋହୀ, ଔଷଧୀୟ ଲତା ଯାହାର ପତ୍ର ପାନପତ୍ର ଭଳି

ଉଦାହରଣ : ଗୁଡ଼ୁଚୀଲତାର ଫୁଲ ପେନ୍ଥାପେନ୍ଥା ଓ ହଳଦିଆ ରଙ୍ଗର

ସମକକ୍ଷ : ଗୁଳୁଚି, ଗୁଳୁଚିଲତା, ଗୁଡ଼ୁଚୀ, ଗୁଡ଼ୁଚୀଲତା


ଅନ୍ୟ ଭାଷାରେ ଅନୁବାଦ :

A plant with a weak stem that derives support from climbing, twining, or creeping along a surface.

vine

ଅର୍ଥ : କଂସର ସହଯୋଗୀଥିବା ଜଣେ ଦୈତ୍ୟ

ଉଦାହରଣ : ବୃଷଭାସୁରକୁ କୃଷ୍ଣ ମାରିଥିଲେ

ସମକକ୍ଷ : ଅରିଷ୍ଟାସୁର, ବୃଷଭ, ବୃଷଭାସୁର


ଅନ୍ୟ ଭାଷାରେ ଅନୁବାଦ :

एक दैत्य जो कंस का सहयोगी था।

वृषभासुर को कृष्ण ने मारा था।
अरिष्ट, अरिष्टासुर, वृषभ, वृषभासुर

ଅର୍ଥ : କଶ୍ୟପ ଋଷିଙ୍କ ପୁତ୍ର

ଉଦାହରଣ : ବିନିତାଙ୍କ ଗର୍ଭରୁ ଅରିଷ୍ଟନେମୀଙ୍କ ଜନ୍ମ ହୋଇଥିଲା

ସମକକ୍ଷ : ଅରିଷ୍ଟଋଷି, ଅରିଷ୍ଟନେମୀ


ଅନ୍ୟ ଭାଷାରେ ଅନୁବାଦ :

कश्यप ऋषि का पुत्र।

अरिष्टनेमी का जन्म विनिता के गर्भ से हुआ था।
अरिष्ट, अरिष्ट ऋषि, अरिष्टनेमी

An imaginary being of myth or fable.

mythical being

ଅରିଷ୍ଟ   ବିଶେଷଣ

ଅର୍ଥ : ଯାହା ଶୁଭ ନୁହେଁ

ଉଦାହରଣ : ବିଲେଇ ରାସ୍ତା କାଟିଲେ ତାକୁ ଅଶୁଭ ବିଚାର କରାଯାଏ

ସମକକ୍ଷ : ଅନିଷ୍ଟ, ଅମଙ୍ଗଳ, ଅଶୁଭ


ଅନ୍ୟ ଭାଷାରେ ଅନୁବାଦ :

जो शुभ न हो।

बिल्ली के द्वारा रास्ता काटा जाना अशुभ माना जाता है।
अक्षेम, अमंगल, अमङ्गल, अमांगलिक, अमाङ्गलिक, अरिष्ट, अशुभ, दग्ध, मनहूस

Marked by or promising bad fortune.

Their business venture was doomed from the start.
An ill-fated business venture.
An ill-starred romance.
The unlucky prisoner was again put in irons.
doomed, ill-fated, ill-omened, ill-starred, unlucky