ଅର୍ଥ : ଯାହା ସଂପୂର୍ଣ୍ଣରୂପେ କୌଣସି ବ୍ୟକ୍ତି,ନିଜସଂସ୍ଥା, ବା ସରକାରଙ୍କର ନୁହେଁ ବା ଯାହାର କିଛି କାର୍ଯ୍ୟର ନିଷ୍ପତ୍ତି ସରକାର ହିଁ ନେଇପାରନ୍ତି
ଉଦାହରଣ :
ଶ୍ୟାମ ଗୋଟିଏ ଅର୍ଦ୍ଧ-ସରକାରୀ ସଂସ୍ଥାରେ କାମ କରୁଛି
ଅନ୍ୟ ଭାଷାରେ ଅନୁବାଦ :
जो पूर्णरूप से न किसी व्यक्ति,निजी संस्था आदि का हो न सरकार का या जिसके कुछ कार्यों का निर्णय सरकार ही ले सकती हो।
श्याम एक अर्द्ध-सरकारी संस्था में कार्यरत है।