ଅର୍ଥ : ଅଲଗା ହେବାର ପ୍ରକ୍ରିୟା, ଅବସ୍ଥା ବା ଭାବ
ଉଦାହରଣ :
ବିବାହ ପରେ ପରେ ହିଁ ତାଙ୍କୁ ବିଚ୍ଛେଦ ଦୁଃଖ ସହିବାକୁ ପଡ଼ିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାଟି ଅବା ଛେଦକରି ଅଲଗା କରିବାର କାର୍ଯ୍ୟ
ଉଦାହରଣ :
ରୋଗର ପ୍ରକୋପରୁ ରକ୍ଷା ପାଇବାପାଇଁ ମୂଳଉତ୍ପାଟନ ଆବଶ୍ୟକ
ସମକକ୍ଷ : ବିଚ୍ଛିନ୍ନ, ବିଚ୍ଛେଦ, ମୂଳଉତ୍ପାଟନ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅଲଗା ବା ପୃଥକ ହୋଇଥିବା ବସ୍ତୁ
ଉଦାହରଣ :
ଅଲଗା ଥିବା ବସ୍ତୁରେ ମୋର ଜିନିଷ ନାହିଁ
ସମକକ୍ଷ : ପୃଥକ
ଅନ୍ୟ ଭାଷାରେ ଅନୁବାଦ :
अलग या पृथक की हुई वस्तु।
पृथक्कृत वस्तुओं में मेरा सामान नहीँ है।ଅର୍ଥ : ଅଲଗା ମତ ବା ଅନ୍ତର ହେବା
ଉଦାହରଣ :
ଦୂରେଇ ଛିଡ଼ା ହୁଅ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଟିଏ ପକ୍ଷ ବା ଦୂର
ଉଦାହରଣ :
ଦେବାନେବା ତ ଦୂରର କଥା, ସେ ଭଲଭାବେ କଥା ବି କହିଲା ନାହିଁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାର ବିଭାଜନ ହୋଇଛି
ଉଦାହରଣ :
ଗଙ୍ଗା ନଦୀ ବିହାରକୁ ଉତ୍ତର ଓ ଦକ୍ଷିଣ ଏଭଳି ଦୁଇ ଭାଗରେ ବିଭକ୍ତ କରୁଛି ଅତ୍ୟନ୍ତ ପ୍ରାଚୀନକାଳୀନ ସମାଜ ମଧ୍ୟ କେତେକ ଭାଗରେ ବିଭାଜିତ ଥିଲା
ସମକକ୍ଷ : ବିଭକ୍ତ, ବିଭାଜିତ, ଭେଦିତ
ଅନ୍ୟ ଭାଷାରେ ଅନୁବାଦ :
जिसका विभाजन हुआ हो।
भारत में विभाजित राज्यों की संख्या में वृद्धि हो रही है।ଅର୍ଥ : ମିଳି ନ ଥିବା
ଉଦାହରଣ :
ବିଭିନ୍ନ ଡାଲିକୁ ଅଲଗା ଅଲଗା ରଖ ସରବତରେ ମିଳେଇ ନଥିବା ଚିନି ପାତ୍ର ତଳେ ବସି ଯାଇଛି
ସମକକ୍ଷ : ଅମିଶ୍ରିତ
ଅନ୍ୟ ଭାଷାରେ ଅନୁବାଦ :