ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା ବ୍ୟବହାର କରାଯାଏ ନାହିଁ
ଉଦାହରଣ : ସେ ଅବ୍ୟବହୃତ ବସ୍ତୁଗୁଡ଼ିକୁ ଗରୀବମାନଙ୍କୁ ବାଣ୍ଟିଦେଲେ
ସମକକ୍ଷ : ଅନୁପଭୁକ୍ତ, ଅବ୍ୟବହୃତ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जो व्यवहार में न लाया गया हो।
Not yet used or soiled.
ଅର୍ଥ : ଯାହା ଇଚ୍ଛା କରାଯାଇ ନାହିଁ ବା ଯାହା ଇଚ୍ଛିତ ନୁହେଁ
ଉଦାହରଣ : ବେଳେବେଳେ କୌଣସି ଅଲୋଡ଼ା ବସ୍ତୁର ପ୍ରାପ୍ତି ସୁଖଦାୟକ ହୋଇଥାଏ
ସମକକ୍ଷ : ଅନପେକ୍ଷିତ, ଅନିଚ୍ଛିତ, ଅବାଞ୍ଛିତ
ଅନ୍ୟ ଭାଷାରେ ଅନୁବାଦ :हिन्दी
जिसकी इच्छा न की गई हो या जो इच्छित न हो।
ସଂସ୍ଥାପନ କରନ୍ତୁ