ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଶ୍ୱମେଧ ଯଜ୍ଞ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଶ୍ୱମେଧ ଯଜ୍ଞ   ବିଶେଷ୍ୟ

ଅର୍ଥ : ପ୍ରାଚୀନ କାଳର ଏକ ପ୍ରଧାନ ଯଜ୍ଞ ଯେଉଁଥିରେ ଘୋଡ଼ା ମସ୍ତକରେ ବିଜୟ ପତ୍ର ବାନ୍ଧି ତାକୁ ସମଗ୍ର ପୃଥିବୀ ପରିକ୍ରମା କରିବାପାଇଁ ଛାଡ଼ି ଦେଉଥିଲେ

ଉଦାହରଣ : ଅଶ୍ୱମେଧ ଯଜ୍ଞର ଘୋଡ଼ା ପୃଥିବୀ ପରିକ୍ରମା କରି ଫେରିଆସିବାପରେ ତା ଚର୍ବିରେ ହବନ କରାଯାଉଥିଲା

ସମକକ୍ଷ : ଅଶ୍ୱମେଧ


ଅନ୍ୟ ଭାଷାରେ ଅନୁବାଦ :

प्राचीन काल का एक प्रधान यज्ञ जिसमें घोड़े के मस्तक में जय पत्र बाँधकर उसे समस्त भूमंडल पर घूमने के लिए छोड़ देते थे।

अश्वमेध का घोड़ा जब भूमंडल का चक्कर काटकर लौटता था तो उसकी चर्बी से हवन किया जाता था।
अश्वमेघ, अश्वमेघ यज्ञ, अश्वमेध, अश्वमेध यज्ञ

The public performance of a sacrament or solemn ceremony with all appropriate ritual.

The celebration of marriage.
celebration, solemnisation, solemnization