ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଘୋଡ଼ା ଚଢ଼ି ଯୁଦ୍ଧ କରୁଥିବା ସୈନିକମାନଙ୍କ ସେନାଦଳ
ଉଦାହରଣ : ମହାରାଣା ପ୍ରତାପଙ୍କ ଅଶ୍ୱାରୋହୀମାନେ ନଦୀ ନାଳ ପାରି ହୋଇ ଅବିରାମ ଗତିରେ ଆଗେଇ ଚାଲୁଥିଲେ
ସମକକ୍ଷ : ଘୋଡ଼ାସବାର
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह सेना जिसमें सैनिक घोड़ों पर सवार होकर युद्ध करते हैं।
An army unit mounted on horseback.
ଅର୍ଥ : ଯେ ଘୋଡ଼ା ଉପରେ ଆରୋହଣ କରେ
ଉଦାହରଣ : ଅଶ୍ୱାରୋହୀ ଦଳ ଧୀରେଧୀରେ ଆଗକୁ ବଢ଼ୁଥିଲେ
ଅନ୍ୟ ଭାଷାରେ ଅନୁବାଦ :हिन्दी
जो घोड़े पर सवार हो।
ସଂସ୍ଥାପନ କରନ୍ତୁ