ଅର୍ଥ : ପରାଜିତ ହେବା ଅବସ୍ଥା ବା ଭାବ
ଉଦାହରଣ :
ଏହି ନିର୍ବାଚନରେ ତାର ହାର ନିଶ୍ଚିତ ନିର୍ବାଚନରେ ତାର ପରାଜୟ ହେଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅସଫଳ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଜୀବନର ଅସଫଳତାରୁ ଆମେ ଶିକ୍ଷା ପାଇବା ଉଚିତ୍
ସମକକ୍ଷ : ବିଫଳତା
ଅନ୍ୟ ଭାଷାରେ ଅନୁବାଦ :
असफल होने की अवस्था या भाव।
जीवन की असफलताओं से हमें सबक लेना चाहिए।Lack of success.
He felt that his entire life had been a failure.