ଅର୍ଥ : ସ୍ୱୀକାର ନକରିବା କ୍ରିୟା ବା ଭାବ
ଉଦାହରଣ :
ପ୍ରଧାନାଚାର୍ଯ୍ୟ ମୋର ପ୍ରାର୍ଥନା ପତ୍ର ଉପରେ ନିଜର ଅସ୍ୱୀକୃତି ଜଣାଇଲେ
ସମକକ୍ଷ : ଅସହମତି, ଅସ୍ୱୀକୃତି, ନାମଞ୍ଜୁରୀ
ଅନ୍ୟ ଭାଷାରେ ଅନୁବାଦ :
The act of disapproving or condemning.
disapprovalଅର୍ଥ : କୌଣସି କଥାକୁ ଠିକ ନମାନି ତା ସଂପର୍କରେ କିଛି କହିବାର କ୍ରିୟା
ଉଦାହରଣ :
ଭଲ କାମ କରିବାରେ କାହାରି ଆପତ୍ତି ନରହିବା ଉଚିତ୍
ସମକକ୍ଷ : ଅନୈକ୍ୟ, ଆପତ୍ତି, ବାଧା, ବିରୋଧ, ବିରୋଧିତା
ଅନ୍ୟ ଭାଷାରେ ଅନୁବାଦ :
किसी काम या बात के अनुचित, अव्यावहारिक, नीति-विरुद्ध या हानिकारक जान पड़ने पर उसे रोकने के उद्देश्य से कही जानेवाली विरोधी बात।
अच्छा काम करने में किसी को आपत्ति नहीं होनी चाहिए।The speech act of objecting.
objectionଅର୍ଥ : କୌଣସି କଥା ବା କାର୍ଯ୍ୟଆଦିରେ ସହମତ ନହେବା କ୍ରିୟା ବା ଭାବ
ଉଦାହରଣ :
ସଦସ୍ୟମାନଙ୍କ ଅସହମତି କାରଣରୁ ଏହି ବିଷୟ ଶେଷପର୍ଯ୍ୟାୟରେ ଅଟକି ରହିଛି
ସମକକ୍ଷ : ଅରାଜି, ଅସହମତି, ନାରାଜ, ସହମତିହୀନତା
ଅନ୍ୟ ଭାଷାରେ ଅନୁବାଦ :
किसी बात, कार्य आदि पर सहमत न होने की क्रिया या भाव।
सदस्यों की असहमति के कारण यह प्रकरण अधर में लटका हुआ है।The speech act of disagreeing or arguing or disputing.
disagreement