ଅର୍ଥ : ଆକାଶର ଯେଉଁ ମଣ୍ଡଳ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣର ସଞ୍ଚାର ହୋଇଥାଏ
ଉଦାହରଣ :
ଆକାଶକକ୍ଷର ପରିଧି ୧୮୭୧୨୦୬୯୨୦୦୦୦୦୦୦୦ ଯୋଜନ ବୋଲି କୁହାଯାଇଛି
ଅନ୍ୟ ଭାଷାରେ ଅନୁବାଦ :
आकाश में वह मंडल जहाँ तक सूर्य की किरणों का संचार है।
आकाशकक्षा की परिधि १८७१२०६९२०००००००० योजन बताई गई है।