ଅର୍ଥ : ଆଖିର ଦୃଷ୍ଟି-କ୍ଷେତ୍ର ବା ଦୃଷ୍ଟି-ସୀମା ବା ଯେଉଁ ପର୍ଯ୍ୟନ୍ତ ଆଖିକୁ ଦେଖାଯାଏ
ଉଦାହରଣ :
ସେ ମୋ ଦୃଷ୍ଟିସୀମାରୁ ବାହାରି ନଯିବା ପର୍ଯ୍ୟନ୍ତ ମୁଁ ତାଙ୍କୁ ଦେଖୁଥିଲି
ସମକକ୍ଷ : ଦୃଷ୍ଟି, ନେତ୍ରଦୃଷ୍ଟି
ଅନ୍ୟ ଭାଷାରେ ଅନୁବାଦ :
* आँख का दृष्टि-क्षेत्र या दृष्टि-सीमा या जहाँ तक आँख से देखा जा सकता हो।
मैं उन्हें तब तक देखता रहा जब तक वे मेरी दृष्टि से बाहर नहीं हो गए।