ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ଆଭୂଷଣ ହାତରେ ସବୁଠୁ ଆଗରେ ପିନ୍ଧାଯାଏ
ଉଦାହରଣ : ଶୀଲା ଆଗବଳାକୁ ବାରଂବାର କାଢ଼ୁଥିଲା ଏବଂ ପିନ୍ଧୁଥିଲା
ସମକକ୍ଷ : ଆଗବଳା, ଆଗଶଂଖା, ଆଗଶଙ୍ଖା
ଅନ୍ୟ ଭାଷାରେ ଅନୁବାଦ :हिन्दी
वह आभूषण जो हाथ में सबसे आगे पहना जाता है।
ସଂସ୍ଥାପନ କରନ୍ତୁ