ଅର୍ଥ : ବଡ଼ମାନଙ୍କର ସାନମାନଙ୍କୁ କିଛି କାମପାଇଁ କହିବା କ୍ରିୟା
ଉଦାହରଣ :
ବଡ଼ମାନଙ୍କ ଆଜ୍ଞା ପାଳନ କରିବା ଆବଶ୍ୟକ
ସମକକ୍ଷ : ଅନୁଜ୍ଞା, ଆଦେଶ, ବୋଲ, ହୁକୁମ
ଅନ୍ୟ ଭାଷାରେ ଅନୁବାଦ :
(often plural) a command given by a superior (e.g., a military or law enforcement officer) that must be obeyed.
The British ships dropped anchor and waited for orders from London.ଅର୍ଥ : କାହାର କଥା, ପ୍ରଶ୍ନ କିମ୍ବା ସଂବୋଧନର ଉତ୍ତରରେ ସଂକ୍ଷିପ୍ତ ପ୍ରତିସଂବୋଧନ ରୂପରେ କୁହାଯାଉଥିବା ସକାରାତ୍ମକ ଶବ୍ଦ
ଉଦାହରଣ :
ମୋର ହଁ ଶବ୍ଦ ଶୁଣି ସେ ପ୍ରସନ୍ନ ହୋଇଗଲେ
ସମକକ୍ଷ : ହଁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କିଛି କହିବା ବା ଡକା ଗଲା ପରେ ଉତ୍ତରରେ କୁହାଯାଉଥିବା ଆଦର ସୂଚକ ଶବ୍ଦ
ଉଦାହରଣ :
ବାପାଙ୍କ ଡାକରା ପାଇ ପୁଅ କହିଲା-ଆଜ୍ଞା,ବର୍ତ୍ତମାନ ଆସୁଛି
ଅନ୍ୟ ଭାଷାରେ ଅନୁବାଦ :
कुछ कहने या बुलाये जाने पर उत्तर में कहा जानेवाला एक आदरसूचक शब्द।
पिताजी के बुलाने पर पुत्र ने कहा, "जी, अभी आया"।