ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆତିବାହିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆତିବାହିକ   ବିଶେଷ୍ୟ

ଅର୍ଥ : ମୃତ୍ୟୁପରେ ପ୍ରାପ୍ତ ହେଉଥିବା ଯେଉଁ ଲିଙ୍ଗ ଶରୀରକୁ ଧାରଣକରି ଜୀବ ଯମଲୋକକୁ ଯାଏ୤

ଉଦାହରଣ : କୁହାଯାଏ ଆତିବାହିକକୁ ନେବାପାଇଁ ଯମଦୂତ ଆସନ୍ତି


ଅନ୍ୟ ଭାଷାରେ ଅନୁବାଦ :

मरने के बाद प्राप्त होनेवाला वह लिंग शरीर जिसे धारणकर जीव यमलोक में जाता है।

कहा जाता है कि आतिवाहिक को लेने यमदूत आते हैं।
आतिवाहिक