ଅର୍ଥ : ନିଜ ଉପରେ ଲଗାଯାଇଥିବା ଅନୁଶାସନ
ଉଦାହରଣ :
ଆତ୍ମାନୁଶାସନଦ୍ୱାରା ହିଁ ଦୁର୍ବ୍ୟସନରୁ ମୁକ୍ତି ମିଳିପାରେ
ସମକକ୍ଷ : ସ୍ୱାନୁଶାସନ
ଅନ୍ୟ ଭାଷାରେ ଅନୁବାଦ :
ख़ुद पर लगाया हुआ अनुशासन।
आत्मानुशासन द्वारा ही दुर्व्यसनों से छुटकारा पाया जा सकता है।