ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆନ୍ତ୍ରିକଜ୍ବର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆନ୍ତ୍ରିକଜ୍ବର   ବିଶେଷ୍ୟ

ଅର୍ଥ : ଯେଉଁ ଜ୍ବରରେ ଅଧିକ ଶୋଷ ଲାଗେ ଏବଂ ଶରୀରରେ ଜଳାପୋଡା, ମୁଣ୍ଡବିନ୍ଧା, ମୁଣ୍ଡବୁଲା ତଥା ପେଟରେ ଯନ୍ତ୍ରଣା ହୁଏ

ଉଦାହରଣ : ରୋଗୀଟି ଆନ୍ତ୍ରିକଜ୍ବରରେ ଛଟପଟ ହେଇଛି

ସମକକ୍ଷ : ଅନ୍ତ୍ରସମ୍ବନ୍ଧୀୟ ଜ୍ବର


ଅନ୍ୟ ଭାଷାରେ ଅନୁବାଦ :

एक तरह का बुखार जिसमें प्यास अधिक लगती है और शरीर में जलन, चक्कर, सिरदर्द तथा पेट में पीड़ा होती है।

रोगी अंतर्वेग से छटपटा रहा है।
अंतर्वेग, अंतर्वेगीज्वर, अन्तर्वेग, अन्तर्वेगीज्वर